ମୁମ୍ବାଇବାସୀଙ୍କ ପସନ୍ଦ କଫି

ନୂଆଦିଲ୍ଲୀ: ଭାରତୀୟମାନେ ଚା’କୁ ପସନ୍ଦ କରନ୍ତି ଏଥିରେ ଦ୍ୱିମତ ନାହିଁ। କିନ୍ତୁ କିଛି ସହର ବାସିନ୍ଦା ଚା’କୁ ପସନ୍ଦ କରିଥିବାବେଳେ କିଛି ସହରବାସୀ କଫିକୁ ପସନ୍ଦ କରନ୍ତି। ଉବରଇଟ୍ସ ଦ୍ୱାରା ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ମୁମ୍ବାଇର ବାସିନ୍ଦା କଫିକୁ ଅଧିକ ଭଲପାଆନ୍ତି ଏବଂ ଦିଲ୍ଲୀବାସୀ ଚା’କୁ ଅଧିକ ଭଲପାଆନ୍ତି।

ସମ୍ବନ୍ଧିତ ଖବର