ଇସ୍ଲାମାବାଦ : ପାକିସ୍ତାନର ପୂର୍ବ ସାମରିକ ଶାସକ ପରଭେଜ ମୁସାରଫ୍ଙ୍କ ବିରୋଧରେ ସ୍ବତନ୍ତ୍ର ଅଦାଲତରେ ଚାଲିଥିବା ଦେଶଦ୍ରୋହ ମାମଲାର ଶୁଣାଣି ଉପରେ ଆଜି ଇସ୍ଲାମାବାଦ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି। ୨୦୧୩ରେ ମୁସାରଫ୍ଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ଶୁଣାଣି ବିରୋଧରେ ମୁସାରଫ୍ ହାଇକୋର୍ଟରେ ଆବେଦନ କରିଥିଲେ।
ମୁସାରଫ୍ଙ୍କ ବିରୋଧରେ ଦେଶଦ୍ରୋହ ମାମଲା : :ଶୁଣାଣି ଉପରେ ରହିତାଦେଶ
/sambad/media/post_attachments/wp-content/uploads/2019/11/musharraf-1.jpg)