ନୂଆଦିଲ୍ଲୀ: ନର୍ଥ ଆମେରିକାରେ ଗତ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଅନ୍ତରଙ୍ଗ ମୁହୂର୍ତ୍ତରେ ବ୍ୟସ୍ତ ଥିବାବେଳେ ପ୍ରେମୀଯୁଗଳ ବାଲକୋନିରୁ ତଳକୁ ବିବସ୍ତ୍ର ହୋଇ ତଳକୁ ଖସି ପଡ଼ିଥିବା ଖବର ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଯୁବକଙ୍କ ବୟସ ୨୮ବର୍ଷ ଥିବା ବେଳେ ଯୁବତୀଙ୍କ ବୟସ ୩୫ବର୍ଷ ଥିଲା ବୋଲି ଜଣାପଡ଼ିଛି।

Advertisment

publive-image

ଏଭଳି ଏକ ଘଟଣା ଇକ୍ୟୁଆଡୋରର କାରାପୁଙ୍ଗା ଜିଲ୍ଲାରେ ଘଟିଛି। ସ୍ଥାନୀୟଲୋକଙ୍କ କହିବାନୁସାରେ, ଦୁହେଁ ଆକସ୍ମିକ ଭାବେ ବାଲକୋନିରୁ ତଳକୁ ଖସି ପଡ଼ିଥିଲେ। ଜୋର ଶବ୍ଦ ହୋଇଥିବା ହେତୁ ଘଟଣାସ୍ଥଳକୁ ଆମ୍ଭେମାନେ ଚାଲି ଆସିଥିଲୁ। ଏବଂ ଦୁହିଁଙ୍କୁ ବିନାବସ୍ତ୍ରରେ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲୁ। ଏହାପରେ ପୁଲିସରେ ଖବର ଦେଇଥିଲୁ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଦୁହିଁଙ୍କ ଶବକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି।

publive-image

ତେବେ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି, ମୃତ ଯୁବତୀ ଆଠବର୍ଷ ଶିଶୁର ମା’ ଥିଲେ। ସେ ୨ବର୍ଷ ହେବ ୨୮ବର୍ଷୀୟ ଏହି ଯୁବକଙ୍କ ସହିତ ରିଲେସନ୍‌ସିପ୍‌ରେ ରହିଥିଲେ।