ନୂଆଦିଲ୍ଲୀ : ଆଜି ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଜାତୀୟ ଲୋକ ଅଦାଲତ ଆୟୋଜନ କରାଯାଉଥିବା ବେଳେ ଓଡ଼ିଶାରେ ଏହା ସେପ୍ଟେମ୍ବର ୧୯ରେ ଆୟୋଜନ କରାଯିବ। କରୋନ ମହାମାରୀ ଓ ସ୍ଥାନୀୟ ପରିସ୍ଥିତି ଯୋଗୁ ଓଡ଼ିଶା ସମେତ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକରେ ଆସନ୍ତାକାଲି ଜାତୀୟ ଲୋକ ଅଦାଲତ ଆୟୋଜନ ହେବ ନାହିଁ। ଚଳିତ ବର୍ଷ ଏପ୍ରିଲ-ଜୁଲାଇରେ ଆୟୋଜନ କରାଯାଇଥବା ଜାତୀୟ ଲୋକ ଅଦାଲତରେ ୩୧ ଲକ୍ଷ ମାମଲା ଫଏସଲା କରାଯାଇଥିଲା।
ଜାତୀୟ ଲୋକ ଅଦାଲତ ୧୯ରେ
/sambad/media/post_attachments/wp-content/uploads/2020/09/lok_adalat_big.jpg)