ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଝାଡ଼ଖଣ୍ଡ-ଛତିଶଗଡ଼ ସୀମାନ୍ତରେ ଆଇଇଡି ବିସ୍ଫୋରଣ

ବଲରାମପୁର: ଝାଡ଼ଖଣ୍ଡ-ଛତିଶଗଡ଼ ସୀମାନ୍ତର ବନ୍ଦରଚୁଆ ଅଞ୍ଚଳରେ ମଙ୍ଗଳବାର ନକ୍ସଲମାନେ ଆଇଇଡି(ଇମ୍ପ୍ରୁଭାଇଜ୍‌ଡ ଏକ୍ସପ୍ଲୁସିଭ୍‌ ଡିଭାଇସ୍‌) ବିସ୍ଫୋରଣ ଘଟାଇଥିବ ସୂଚନା ରହିଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସୂଚନା ରହିଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର