ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଏକାଧିକ କୂଟନୈତିକ ଓ ଅର୍ଥନୈତିକ କଟକଣା ଲଗାଇଛି। ଏହି କ୍ରମରେ ଦେଶର ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସଂଘ- ନିଉଜ୍ ବ୍ରଡ୍କାଷ୍ଟର୍ସ ଆଣ୍ଡ୍ ଡିଜିଟାଲ୍ ଆସୋସିଏସନ୍ (ଏନ୍ବିଡିଏ) ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି। ଟେଲିଭିଜନ, ପଡକାଷ୍ଟ ଆଦିରେ କୌଣସି ଭାରତ ବିରୋଧୀ ପାକିସ୍ତାନୀ ଟିପ୍ପଣୀକାରଙ୍କୁ ନିମନ୍ତ୍ରଣ ନକରିବାକୁ ପରାମର୍ଶ ଦେଇଛି। ଏନେଇ ଏନ୍ଭିଡିଏର ଅଧ୍ୟକ୍ଷ ଦେଶର ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ଓ ଟେଲିଭିଜନ୍ ଚାନେଲର ସମ୍ପାଦକମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆପତ୍ତିକୁ ଉଲ୍ଲେଖ କରାଯାଇଛି।
ଭାରତ ବିରୋଧୀ ପାକ୍ ଟିପ୍ପଣୀକାରଙ୍କୁ ନ ଡାକିବାକୁ ଏନ୍ବିଡିଏର ପରାମର୍ଶ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଏକାଧିକ କୂଟନୈତିକ ଓ ଅର୍ଥନୈତିକ କଟକଣା ଲଗାଇଛି। ଏହି କ୍ରମରେ ଦେଶର ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସଂଘ- ନିଉଜ୍ ବ୍ରଡ୍କାଷ୍ଟର୍ସ ଆଣ୍ଡ୍ ଡିଜିଟାଲ୍ ଆସୋସିଏସନ୍ (ଏନ୍ବିଡିଏ) ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି।
/sambad/media/media_files/2025/05/05/vNj3KgI7EOJjEoKCjNT7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)