ତେଜପ୍ରତାପଙ୍କୁ ନୂଆ ବଙ୍ଗଳା

ପାଟନା: ଆରଜେଡି ନେତା ତେଜପ୍ରତାପ ଯାଦବଙ୍କୁ ଆଜି ପାଟନାରେ ଏକ ନୂଆ ସରକାରୀ ବଙ୍ଗଳା ମିଳିଛି। ତେଜପ୍ରତାପଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ମିଳିଥିବା ବଙ୍ଗଳାରେ ସେ ରହିବାକୁ ଚାହିଲେନି। ବିହାର ସରକାରଙ୍କଠାରୁ ତେଜପ୍ରତାପ ନିଜ ପାଇଁ ଏକ ପୃଥକ୍‌ ବଙ୍ଗଳା ଦାବି କରିଥିଲେ। ରାଜ୍ୟ ରାଜଧା‌ନୀ ପାଟନାର ୭-ଏମ୍ ଷ୍ଟ୍ରାଣ୍ଡ୍‌ ରୋଡ୍‌ରେ ତେଜ ପ୍ରତାପଙ୍କୁ ଆଜି ଏକ ନୂଆ ବଙ୍ଗଳା ମିଳିଛି।

ସମ୍ବନ୍ଧିତ ଖବର