ମହାରାଷ୍ଟ୍ରରେ କରୋନ‌ା ଆକ୍ର‌ାନ୍ତଙ୍କ ସଂଖ୍ୟା ୮୮୫୨୮, ସିକିମ୍‌ରେ ସବୁଠାରୁ କମ୍‌

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୂଆ ତଥ୍ୟ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ  ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ସର୍ବାଧିକ ରହିଛି। ସିକିମ୍‌ରେ ସର୍ବନିମ୍ନ ଆକ୍ରାନ୍ତ ରହିଛନ୍ତି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୭।

ଆସନ୍ତୁ ନଜର ପକାଇବା ଦେଶରେ କେଉଁ ରାଜ୍ୟରେ  ଆକ୍ରାନ୍ତଙ୍କ ସଂଖ୍ୟା କେତେ ରହିଛି। ସୂଚନା ଅନୁସାରେ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୪୮୫୧), ଅରୁଣାଚଳ ପ୍ରଦେଶ (୫୧), ଆସାମ (୨୭୭୬), ବିହାର (୫୨୦୨), ଚଣ୍ଡିଗଡ଼ (୩୧୭), ଛତିଶଗଡ଼ (୧୧୬୦), ଦାଦର ନଗର ହାୱେଲି (୨୨) ଜଣ, ଦିଲ୍ଲୀ (୨୯୯୪୩), ଗୋଆ (୩୩୦), ଗୁଜରାଟ (୨୦୫୪୫), ହରିୟାଣା (୪୮୫୪), ହିମାଚଳ ପ୍ରଦେଶ (୪୨୧), ଜମ୍ମୁ ଓ କଶ୍ମୀର (୪୨୮୫), ଝାଡ଼ଖଣ୍ଡ (୧୨୫୬) କର୍ଣ୍ଣାଟକ (୫୭୬୦), କେରଳ (୨୦୦୫), ଲଦାଖ (୧୦୩), ମଧ୍ୟପ୍ରଦେଶ (୯୬୩୮), ମହାରାଷ୍ଟ୍ର (୮୮୫୨୮), ମଣିପୁର (୨୭୨), ମେଘାଳୟ (୩୬), ମିଜୋରାମ (୪୨), ନାଗାଲାଣ୍ଡ (୧୨୩), ଓଡ଼ିଶା (୨୯୯୪), ପୁଦ୍ଦୁଚେରୀ (୧୨୭), ପଞ୍ଜାବ (୨୬୬୩), ରାଜସ୍ଥାନ (୧୦୭୬୩), ସିକିମ୍ (୭), ତାମିଲନାଡୁ (୩୩୨୨୯), ତେଲେଙ୍ଗାନା (୩୬୫୦), ତ୍ରିପୁରା (୮୮୩), ଉତ୍ତରାଖଣ୍ଡ (୧୪୧୧), ଉତ୍ତରପ୍ରଦେଶ (୧୦୯୪୭) ଓ ପଶ୍ଚିମବଙ୍ଗ (୮୬୧୩) ।


Deccan Chronicle

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୬୮୨), ଅରୁଣାଚଳ ପ୍ରଦେଶ (୧), ଆସାମ (୬୬୫), ବିହାର (୨୪୯୯), ଚଣ୍ଡିଗଡ଼ (୨୭୩), ଛତିଶଗଡ଼ (୩୦୮), ଦାଦର ନଗର ହାୱେଲି (୨), ଦିଲ୍ଲୀ (୧୧୩୫୩), ଗୋଆ (୬୬), ଗୁଜରାଟ (୧୩୯୫୬), ହରିୟାଣା (୨୧୩୪), ହିମାଚଳ ପ୍ରଦେଶ (୨୨୭), ଜମ୍ମୁ ଓ କଶ୍ମୀର (୧୩୨୪), ଝାଡ଼ଖଣ୍ଡ (୫୧୯), କର୍ଣ୍ଣାଟକ (୨୫୧୯), କେରଳ (୮୧୪), ଲଦାଖ (୫୨), ମଧ୍ୟପ୍ରଦେଶ (୬୫୩୬), ମହାରାଷ୍ଟ୍ର (୪୦୯୭୫), ମଣିପୁର (୫୮), ମେଘାଳୟ (୧୩), ନାଗାଲାଣ୍ଡ(୮), ମିଜୋରାମ (୧), ଓଡ଼ିଶା (୧୯୯୩), ପୁଦ୍ଦୁଚେରୀ (୫୨, ପଞ୍ଜାବ (୨୧୨୮), ରାଜସ୍ଥାନ (୮୦୦୪ ), ତାମିଲନାଡୁ (୧୭୫୨୭), ତେଲେଙ୍ଗାନା (୧୭୧୦), ତ୍ରିପୁରା (୧୯୨), ଉତ୍ତରାଖଣ୍ଡ (୭୧୪), ଉତ୍ତରପ୍ରଦେଶ (୬୩୪୪) ଓ ପଶ୍ଚିମବଙ୍ଗ (୩୪୬୫) ।

ସମ୍ବନ୍ଧିତ ଖବର