ମେକ୍ସିକୋରେ ୬.୧ ତୀବ୍ରତାର ଭୂକମ୍ପ

ମ୍ୟାକ୍ସିକୋ: ଆମେରିକାର ମେକ୍ସିକୋ ସହରରେ ଏହି ସପ୍ତାହରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଭୂକମ୍ପର ତୀବ୍ରତା ୬.୧ ଥିଲା। ରିପୋର୍ଟ ଲେଖାଯିବ ବେଳକୁ କୌଣସି ଧନଜୀବନର କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୭ରେ ହୋଇଥିବା ଭୂକମ୍ପରେ ମେକ୍ସିକୋର ପାଖାପାଖି ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।  ପୂର୍ବ ଭୂକମ୍ପର ତୀବ୍ରତା ଥିଲା ୮.୧।

ସମ୍ବନ୍ଧିତ ଖବର