ଇସ୍ତାନବୁଲ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ର ନୂଆ ମୁଖ୍ୟ ଆବୁ ହାସାନ ଅଲ୍-ହାସେମି ଅଲ୍-କ୍ୟୁରାସିକୁ ଇସ୍ତାନବୁଲଠାରେ ଏକ ଚଢ଼ଉରେ ଧରାଯାଇଥିବା ବ୍ଲୁମ୍ବର୍ଗ ଓ ସ୍ଥାନୀୟ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି। ତୁର୍କୀର ସୁରକ୍ଷା ଅଧିକାରୀମାନେ ବିଶ୍ବାସ କରୁଛନ୍ତି ଯେ ସେମାନେ ଯେଉଁ ଲୋକକୁ ଅଟକ ରଖିଛନ୍ତି, ସେ ହେଉଛି ଜିହାଦୀ ଗୋଷ୍ଠୀର ନୂଆ ମୁଖ୍ୟ। ଗତ ଫେବ୍ରୁଆରି ମାସରେ ଆମେରିକାର ଏକ କାର୍ଯ୍ୟାନୁଷ୍ଠାନରେ ଆଇଏସ୍ଆଇଏସ୍ର ପୂର୍ବତନ ମୁଖ୍ୟ ଆବୁ ଇବ୍ରାହିମ ଅଲ୍ କ୍ୟୁରାସିକୁ ନିପାତ କରାଯାଇଥିଲା।
ଇସଲାମିକ୍ ଷ୍ଟେଟ୍ର ନୂଆ ମୁଖ୍ୟ ତୁର୍କୀରେ ଅଟକ
/sambad/media/post_attachments/wp-content/uploads/2022/05/new-chefk-islamic-state.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)