ଗୁଜରାଟରେ ଲାଗୁ ହେଲା ନୂଆ ସଂରକ୍ଷଣ ଆଇନ

ଅହମଦାବାଦ: ସାଧାରଣ ବର୍ଗର ଗରିବଙ୍କ ପାଇଁ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବାରେ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ପାଲଟିଛି।

ସମ୍ବନ୍ଧିତ ଖବର