ସୁଖପାଲ୍‌ ଖଇରାଙ୍କ ନୂଆ ଦଳ

ନୂଆଦିଲ୍ଲୀ: ପୂର୍ବତନ ଆପ୍‌ ନେତା ତଥା ପଞ୍ଜାବ ବିଧାନସଭାରେ ପୂର୍ବ ବିରୋଧୀ ଦଳ ନେତା ସୁଖପାଲ୍‌ ଖଇରା ଆଜି ଏକ ନୂଆ ରାଜନୈତିକ ଦଳ ‘ପଞ୍ଜାବୀ ଏକତା ପାର୍ଟି’ ଘୋଷଣା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଖଇରା କହିଛନ୍ତି ଯେ ତାଙ୍କ ଦଳ ଏକ ପଞ୍ଜାବ ‌କେନ୍ଦ୍ରିତ ଆଞ୍ଚଳିକ ଦଳ।

ସମ୍ବନ୍ଧିତ ଖବର