ବାୟୁ ଗୁଣବତ୍ତା ମନିଟରିଂ ଷ୍ଟେସନ ସ୍ଥାପନ ପାଇଁ ସିପିସିବିକୁ ଏନଜିଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଛଅ ମାସ ଭିତରେ ୧୭୫ଟି ବାୟୁ ଗୁଣବତ୍ତା ମନିଟରିଂ ଷ୍ଟେସନ (ଏୟାର କ୍ବାଲିଟି ମନିଟରିଂ ଷ୍ଟେସନ) ପ୍ରତିଷ୍ଠା କରିବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ଗୋଟିଏ ମାସ ଭିତରେ ଆରମ୍ଭ କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି ଟ୍ରିବ୍ୟୁନାଲ।

ସମ୍ବନ୍ଧିତ ଖବର