ଚଣ୍ଡିଗଡ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏକ ଟିମ୍ ସଂଦିଗ୍ଧ ଆତଙ୍କବାଦୀ ଭୂପିନ୍ଦର ସିଂହ ସାଇନି ଘରେ ଚଢ଼ଉ କରିଛି। ଏହି ଚଢ଼ାଉ ସାଲେମ ତାବରି ସ୍ଥିତ ଭାଟିଆନ୍ ବେଟ୍ ଗ୍ରାମରେ ଥିବା ସାଇନିର ଘରେ ହୋଇଥିବା ବେଳେ ପରିବାର ସଦସ୍ୟଙ୍କୁ ମଧ୍ୟ ଜେରା ହୋଇଛି। ବାସଭବନ ନିକଟରେ ଥିବା ଖାଲି ପ୍ଲଟ୍ଗୁଡ଼ିକୁ ମଧ୍ୟ ଏନ୍ଆଇଏ ଟିମ୍ ଭଲ ଭାବେ ଯାଞ୍ଚ କରିଥିବା ସୂଚନା ମିଳିଛି। ଗତମାସର ପ୍ରଥମ ସପ୍ତାହରେ କର୍ଣ୍ଣାଲ୍ ଠାରେ ବିପୁଳ ଆଇଇଡି ବିସ୍ଫୋରକ ସହ ଧରାପଡ଼ିଥିବା ପଞ୍ଜାବର ଚାରିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ଭୂପିନ୍ଦର ଅନ୍ୟତମ।
ସଂଦିଗ୍ଧ ଆତଙ୍କବାଦୀ ଘରେ ଏନ୍ଆଇଏ ଚଢ଼ଉ
/sambad/media/post_attachments/wp-content/uploads/2022/02/nia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)