ନୂଆଦିଲ୍ଳୀ: ସରକାର ଗଢିବାକୁ ମିଳି ସାରିଛି ଜନାଦେଶ । ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି । ତେବେ ବିଜେପିକୁ ୨୦୧୯ ଭଳି ସ୍ପଷ୍ଟ ବହୁମତ ମିଳିନାହିଁ । ଏଭଳି ସ୍ଥିତି ଭିତରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ କରିବାକୁ ଯାଉଛନ୍ତି ।
ସରକାର ଗଢିବାକୁ ମିଳି ସାରିଛି ଜନାଦେଶ: ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ ଆଜି
/sambad/media/post_attachments/wp-content/uploads/2024/06/Untitled-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)