ବୁଦ୍ଧ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜ୍ୟର ନାଳନ୍ଦା ଜିଲ୍ଲା ସ୍ଥିତ ରାଜଗିରରେ ଭଗବାନ ବୁଦ୍ଧଙ୍କର ଏକ ୭୦ ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହା ଦେଶର ଦ୍ବିତୀୟ ବୃହତ୍ତମ ବୁଦ୍ଧ ପ୍ରତିମୂର୍ତ୍ତି ।

ସମ୍ବନ୍ଧିତ ଖବର