କୋଲ୍କାତା: ପଶ୍ଚିମବଙ୍ଗରେ ଏନ୍ଆର୍ସି (ରାଷ୍ଟ୍ରୀୟ ନାଗରିକ ପଂଜିକା) ପ୍ରକ୍ରିୟାକୁ ଆଦୌ ଅନୁମତି ଦିଆଯିବ ନାହିଁ ବୋଲି ଟିଏମ୍ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ପୁନଃ କ୍ଷମତାସୀନ ହେବାକୁ ଦିଆଯିବ ନାହିଁ। ଏହି ଦଳକୁ ମୂଳପୋଛ କରିବାପାଇଁ ରାଜ୍ୟବାସୀ ତୟାର ଅଛନ୍ତି ବୋଲି ମମତା ଦର୍ଶାଇଛନ୍ତି।
ଏନ୍ଆର୍ସିକୁ ଅନୁମତି ଦିଆଯିବନି: ମମତା
/sambad/media/post_attachments/wp-content/uploads/2018/08/715816-mamatapti970.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)