ନୂଆଦିଲ୍ଲୀ: ୩ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ସେମାନେ ହେଲେ ଜେମ୍ସ ପେବ୍ଲସ୍, କାଇକେଲ୍ ମେୟର୍ ଓ ଡିଡେଲ୍ କ୍ୱେଲୋଜ୍। ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ପୁରସ୍କାର ଦିଆଯବ।
2019 Nobel Prize in Physics has been awarded with one half to Canadian-American James Peebles 'for theoretical discoveries in physical cosmology' & the other half jointly to Swiss scientists Michel Mayor & Didier Queloz 'for discovery of an exoplanet orbiting a solar-type star'. pic.twitter.com/01tbaGtDne
— ANI (@ANI) October 8, 2019