ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ: ୩ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ସେମାନେ ହେଲେ ଜେମ୍‌ସ ପେବ୍ଲସ୍‌, କାଇକେଲ୍‌ ମେୟର୍‌ ଓ ଡିଡେଲ୍‌ କ୍ୱେଲୋଜ୍‌। ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ପୁରସ୍କାର ଦିଆଯବ।

ସମ୍ବନ୍ଧିତ ଖବର