ନୂଆଦିଲ୍ଲୀ : ଅଣବିଜେପି ଶାସିତ ରାଜ୍ୟର ଅର୍ଥମନ୍ତ୍ରୀ ଜିଏସ୍ଟି ପରିଷଦର ଉପାଧ୍ୟକ୍ଷ ହୋଇପାରନ୍ତି। ପ୍ରଚଳିତ ନିୟମରେ ଜିଏସ୍ଟି ପରିଷଦର ଅଧ୍ୟକ୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ହୋଇଥାନ୍ତି। ଜିଏସ୍ଟି ପରିଷଦର ଗଠନ ପରେ ବର୍ତ୍ତମାନ ସୁଦ୍ଧା ଏହାର ଉପାଧ୍ୟକ୍ଷ ନିଯୁକ୍ତି କରାଯାଇନାହିଁ। ଆସନ୍ତା ମାସ ଦ୍ବିତୀୟ ସପ୍ତାହରେ ଜିଏସ୍ଟି ପରିଷଦର ବୈଠକରେ ଉପାଧ୍ୟକ୍ଷ ପଦ ନିଯୁକ୍ତି ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ସୂତ୍ର ଅନୁସାରେ ଜିଏସ୍ଟି ପରିଷଦର ଉପାଧ୍ୟକ୍ଷ ପଦରେ ଅଣବିଜେପିଶାସିତ ରରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ନିଯୁକ୍ତି ପାଇଁ ଅଣବିଜେପି ଶାସିତ ରାଜ୍ୟମାନଙ୍କ ପକ୍ଷରୁ ଚାପ ସୃଷ୍ଟି କରାଯାଉଛି।
ଅଣବିଜେପି ଶାସିତ ରାଜ୍ୟ ଅର୍ଥମନ୍ତ୍ରୀ ହେବେ ଜିଏସ୍ଟି ପରିଷଦ ଉପାଧ୍ୟକ୍ଷ!
/sambad/media/post_attachments/wp-content/uploads/2020/06/gst.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)