ଏନ୍‌ଏସ୍‌ୟୁଆଇ ଅଧ୍ୟକ୍ଷ ଫିରୋଜ୍‌ ଖାନ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ: କଂଗ୍ରେସର ଛାତ୍ର ସଂଗଠନ ଏନ୍‌ଏସ୍‌ୟୁଆଇର ଅଧ୍ୟକ୍ଷ ଫିରୋଜ୍‌ ଖାନ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସଂଗଠନ ସହିତ ଜଡ଼ିତ ଜଣେ ଯୁବତୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସୂତ୍ର ମୁତାବକ ଖାନ୍‌ଙ୍କ ଇସ୍ତଫା ଗ୍ରହଣ ହୋଇଛି।

ସମ୍ବନ୍ଧିତ ଖବର