ନୂଆଦିଲ୍ଲୀ : କେନ୍ଦୁପତ୍ରରୁ ୧୮ ପ୍ରତିଶତରୁ ୫ ପ୍ରତିଶତ ଜିଏସ୍ଟି ହ୍ରାସ କରିବା ପାଇଁ ଆଜି ରାଜ୍ୟସଭାରେ ସାଂସଦ ସୁଜିତ କୁମାର ଦାବି କରିଛନ୍ତି। ସାଂସଦ ସୁଜିତ୍ କୁମାର ଏହି ପ୍ରସଙ୍ଗକୁ ସ୍ପେଶାଲ ମେନ୍ଶନ୍ ଜରିଆରେ ଉପସ୍ଥାପନ କରିଥିଲେ। ୫ ପ୍ରତିଶତ ଜିଏସ୍ଟି କେନ୍ଦୁପତ୍ର ଉପରୁ ହ୍ରାସ କରାଗଲେ ଓଡ଼ିଶା ସମେତ ଦେଶର ଏକ କୋଟି କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ।
ମନରେଗାର କାର୍ଯ୍ୟଦିବସ ଓ ସର୍ବନିମ୍ନ ମଜୁରୀ ବୃଦ୍ଧି ହେଉ
ନୂଆଦିଲ୍ଲୀ : ସାରାଦେଶରେ ମନରେଗା ଯୋଜନାରେ ୨୦୦ ଦିନର କାର୍ଯ୍ୟ ଦିବସ ସହ ଦୈନିକ ସର୍ବନିମ୍ନ ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଆଜି ରାଜ୍ୟସଭା ସଦସ୍ୟ ସୁବାସ ଚନ୍ଦ୍ର ସିଂହ ଶୂନ୍ୟକାଳରେ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/parliamentary-.jpg)