ନୂଆଦିଲ୍ଲୀ : ପିଡିଏସ୍ (ଗଣ ବଣ୍ଟନ ବ୍ୟବସ୍ଥା) ଅଧୀନରେ ରହୁଥିବା ଗ୍ରାହକମାନେ ଖୁବ୍ ଶୀଘ୍ର ‘ୱାନ୍ ନେସନ୍ ୱାନ୍ ରେସନ୍ କାର୍ଡ’ (ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ କାର୍ଡ)ର ସୁବିଧା ପାଇବେ। ଏହି ଯୋଜନା ଅଧୀନରେ ଯେକୌଣସି ରେସନ୍ କେନ୍ଦ୍ରରୁ ସେମାନେ ସାମଗ୍ରୀ କିଣିପାରିବେ। ସମସ୍ତ ଉପଭୋକ୍ତାଙ୍କର ଆଧାରକୁ ଅନଲାଇନ୍ କରାଯାଇଛି। ରେସନ୍ କାର୍ଡ ବିସ୍ତୃତ ବିବରଣୀକୁ ଆଧାର କାର୍ଡ ସହ ସଂଯୋଗ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି।
ପିଡିଏସ୍ (ଗଣ ବଣ୍ଟନ ବ୍ୟବସ୍ଥା) ଅଧୀନରେ ରହୁଥିବା ଗ୍ରାହକମାନେ ଖୁବ୍ ଶୀଘ୍ର ପାଇବେ ‘ୱାନ୍ ନେସନ୍ ୱାନ୍ ରେସନ୍’ କାର୍ଡ ସୁବିଧା
/sambad/media/post_attachments/wp-content/uploads/2018/10/tpds.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)