ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଘୋଷିତ ସାଧାରଣ ବଜେଟରେ ମୋଟ ୩୯ ଲକ୍ଷ ୪୫ ହଜାର କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ଏହି ଆର୍ଥିକ ବର୍ଷରେ ସରକାରଙ୍କ ମୋଟ ରାଜସ୍ବ ଆୟ ୨୨ ଲକ୍ଷ କୋଟି ହେବ ବୋଲି ଅଟକଳ କରାଯାଇଥିବାବେଳେ ପୁଞ୍ଜି ଆୟ ୧୭ ଲକ୍ଷ ୪୦ ହଜାର କୋଟି ରହିବା ଅଟକଳ କରାଯାଉଛି । ଆସନ୍ତୁ ଜାଣିବା ସରକାର କିପରି ଏକ ଟଙ୍କା ଆୟ କରିବେ ଓ କିପରି ତାହାକୁ ବ୍ୟୟ କରିବେ।
/sambad/media/post_attachments/wp-content/uploads/2022/02/One-Rupee-Come-Goes_Budget_2022-23_Infographics_2-scaled.jpg)
ଏହି ଆର୍ଥିକ ବର୍ଷରେ ଦେଶର ଆର୍ଥିକ ନିଅଣ୍ଟ (ଅର୍ଥାତ ସରକାରଙ୍କ ଆୟ ଓ ବ୍ୟୟ ମଧ୍ୟରେ ଅନ୍ତର) ଜିଡିପିର ୬.୪ ପ୍ରତିଶତ ରହିବା ଅଟକଳ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ଏହା ୬.୯ ପ୍ରତିଶତ ରହିବା ଅଟକଳ କରାଯାଉଛି ।
/sambad/media/post_attachments/wp-content/uploads/2022/02/One-Rupee-Come-Goes_Budget_2022-23_Infographics_3-scaled.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/One-Rupee-Come-Goes_Budget_2022-23_Infographics_1.jpg)