ଲକ୍ଷ୍ନୌ : ହାଥରସ୍ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୋଗୀ କହିଛନ୍ତି, ବିରୋଧୀ ଦଳମାନେ ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ସେମାନେ ଜାତି, ଧର୍ମ ଏବଂ ଅଞ୍ଚଳକୁ ନେଇ ରାଜନୀତି କରୁଛନ୍ତି। ଯେଉଁମାନେ ଜାତି, ଧର୍ମ ଏବଂ ଅଞ୍ଚଳକୁ ନେଇ ସମାଜକୁ ବିଭାଜନ କରିଛନ୍ତି ସେମାନେ ଏବେ ବି ତାହା ବଜାୟ ରଖିଛନ୍ତି। ସେମାନେ ବିକାଶ ଦେଖିପାରୁନାହାନ୍ତି ବୋଲି ଯୋଗୀ କହିଛନ୍ତି।
ବିରୋଧୀ ଦଳ ଷଡ଼ଯନ୍ତ୍ର କରୁଛନ୍ତି: ଯୋଗୀ
/sambad/media/post_attachments/wp-content/uploads/2020/10/yogi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)