ଅପରେସନ୍‌ ଅଲ୍‌ଆଉଟ ୩୩୦ ଆତଙ୍କବାଦୀ ନିପାତ 

ଅପରେସନ୍‌ ଅଲ୍‌ଆଉଟ ୩୩୦ ଆତଙ୍କବାଦୀ ନିପାତ 

Indian army soldiers take positions at Hafruda forest in Kashmir's Kupwara district, around 140 kilometres (85 miles) northwest of the main city of Srinagar, during a gunfight with militants on October 5, 2015. Suspected rebels killed four soldiers during firing overnight near the heavily militarised border dividing Kashmir between India and Pakistan, police said on October 5. AFP PHOTO (Photo credit should read STR/AFP/Getty Images)

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ ପାଇଁ ନିପାତ  ସେନାବାହିନୀ ଦ୍ୱାରା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ଅପରେସନ୍‌ ଅଲ ଆଉଟ୍‌ । ଏହି ଅଭିଯାନ ଦ୍ୱାରା ୨୦୧୭ ମସିହାରେ ୨୨୦ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ୮୨ ଜଣ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିଭଳି ୨୦୧୮ ଜୁନ୍‌ ୩୦ ସୁଦ୍ଧା ସେନାର ଏହି ଅପରେସନ୍‌ରେ ୧୧୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ  ୭ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe