ଚିକାଗୋ : ୨୦୨୩ରୁ ୨୦୨୫ ମସିହା, ଆଗାମୀ ଦୁଇ ବର୍ଷ ପାଇଁ ଦ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ (ଓସା)ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୀନା ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସାରଦାକାନ୍ତ ପଣ୍ଡା ଉପସଭାପତି, ସାନ୍ତ୍ବନା ଦାଶ ସଂପାଦକ ଓ ଶୁଭ୍ରାଂଶୁ ମିଶ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ଏହି ଅନୁଷ୍ଠାନ ୧୯୬୯ରେ ପ୍ରତିଷ୍ଠା ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp