ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

କଲେଜ କ୍ୟାମ୍ପସ ଭିତରେ କଂଗ୍ରେସ କର୍ପୋରେଟରଙ୍କ ଝିଅଙ୍କୁ ହତ୍ୟା

ନୂଆଦିଲ୍ଲୀ: କର୍ଣ୍ଣାଟକର ହୁବଲିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକତରଫା ପ୍ରେମ କରି ଜଣେ ଯୁବକ ଏମସିଏ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣକ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରମାଥ୍‌ଙ୍କ ଝିଅ ନେହା ବୋଲି ଜଣାପଡ଼ିଛି। ହତ୍ୟାକାରୀର ନାମ ଫୟାଜ। ପୁଲିସ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨ ଟଙ୍କାରେ ଜାଣିହେବ ନକଲି ଭୋଟର କିଏ?

ନୂଆଦିଲ୍ଲୀ: ମତଦାନ ଦିନ ଅନେକ ସମୟରେ ମତଦାନ କେନ୍ଦ୍ରରେ କିଛି ଲୋକ ନକଲି ଭୋଟରଙ୍କୁ ନେଇ ଅଭିଯୋଗ କରିଥାନ୍ତି | ଏହି ସମସ୍ୟାର ସମାଧାନ ପାଇଁ ନିର୍ବାଚନ ଆୟୋଗ ଭୋଟ୍ ଦିନ ନକଲି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ ଆୟୋଗ ଏଥିରେ ଏକ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ବାପଘରକୁ ଯାଉଥିବା ବେଳେ ଧକ୍କା ‌ଦେଲା ଟ୍ରକ: ଚାଲିଗଲା ଭାଇ ଓ ଭଉଣୀଙ୍କ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୁଲତାନପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକ‌ରେ ଯାଉଥିବା ଭାଇଭଉଣୀଙ୍କୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଭାଇ ଓ ଭଉଣୀ ଦୁହିଁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ମତଦାନ ବେଳେ ଫୁଟିଲା ଗୁଳି; ଦୌଡ଼ିଲେ ମତଦାତା

ମୋଇରଙ୍ଗ: ଶୁକ୍ରବାର ଦିନ ଭୋଟ୍‌ ଚାଲିଥିବା ବେଳେ ମଣିପୁରର ମୋଇରଙ୍ଗ ବିଧାନସଭାର ଥାମାନପୋକପିର ଏକ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଏହି ଗୁଳିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଶୁକ୍ରବାର ଦିନ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌…
ଅଧିକ ଖବର ଦେଖନ୍ତୁ...

କୀଟନାଶକ ଥିବା ଦର୍ଶାଇ ଏଭେରେଷ୍ଟର ମାଛ ମସଲାକୁ ଫେରାଇ ନେବାକୁ କମ୍ପାନୀକୁ କହିଲା ସିଙ୍ଗାପୁର

ନୂଆଦିଲ୍ଳୀ: ପ୍ରଥମେ ନେସଲେ, ଏବେ ଏଭେରେଷ୍ଟ । ପୂର୍ବରୁ ନେସଲେ କମ୍ପାନୀର ଉତ୍ପାଦ ଉପରେ ପ୍ରଶ୍ନ ଉଠିଥିଲା ବେଳେ ଏବେ ଏଭେରେଷ୍ଟର ମାଛ ମସଲାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ସିଙ୍ଗାପୁର ସରକାର ବଜାରରେ ଥିବା ଏଭେରେଷ୍ଟର ସମସ୍ତ ମାଛ ମସଲାକୁ ଫେରାଇ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀନଗରରୁ ପ୍ରାର୍ଥୀପତ୍ର ଦାଖଲ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ସମୟରେ ଶ୍ରୀ ଶାହଙ୍କ ସହ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତ ଥର ଅମିତ ଶାହଙ୍କ ବିପକ୍ଷରେ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ଇନ୍‌ସୁଲିନ୍‌ ଯୋଗାଇ ଦେବାକୁ ଆବେଦନ କଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍‌ରେ ରହିଛନ୍ତି। ସେ ଜଣେ ଟାଇପ୍‌-୨ ମଧୁମେହ ରୋଗୀ ହୋଇ ମଧ୍ୟ ଜେଲ୍‌ରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଉନାହିଁ ବୋଲି ଆପ୍‌ ଅଭିଯୋଗ କରିବା ପରେ ସେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ଦେଇ ସାରି କ୍ୟାମେରାରେ କାଳି ଲଗା ଆଙ୍ଗୁଠି ଦେଖାଇ ପୋଜ୍‌ ଦେଲେ ଏହି ସବୁ ସୁପର୍‌ଷ୍ଟାର୍‌

ନୂଆଦିଲ୍ଲୀ: ଭୋଟ୍‌ ଦେଇ ସ‌ାରିଲେଣି ତାମିଲ୍‌ ସିନେ ଶିଳ୍ପରେ ୪ ଜଣ ସୁପର୍‌ଷ୍ଟାର୍‌ ରଜନୀକାନ୍ତ, କମଲ ହସନ, ଧନୁଷ ଓ ବିଜୟ ସେଥୁପତି। ସୁପରଷ୍ଟାର ରଜନୀକାନ୍ତ ଏବଂ କମଲ ହସନ ଏପ୍ରିଲ ୧୯ ତାରିଖ (ଆଜି) ଚେନ୍ନାଇର ଏକ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି। ସେହିପରି ଅଭିନେତା ବିଜୟ ସେଥୁପତିଙ୍କର…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ଭୋଟ୍‌ ପାଇଁ ବିଜେପି ଚାପ ପକାଉଛି ବୋଲି ଅଭିଯୋଗ ଆଣିଲା ଟିଏମ୍‌ସି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ଭୋଟ୍ ଚାଲିଛି। ଭୋଟ୍‌ ଚାଲିଥିବା ବେଳେ ପଶ୍ଚିମଙ୍ଗବରେ ଶାସନ କ୍ଷମତାରେ ଥିବା ତୃଣ ମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି ଉପୁଜିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଡ୍ରୋନ୍‌ ଆକ୍ରମଣର ଜବାବ ଦେଲା ଇସ୍ରାଏଲ୍‌: ଇରାନ ଉପରେ କଲା କ୍ଷେପଣାସ୍ତ୍ର ଆକ୍ରମଣ

ୱାଶିଂଟନ୍: ଇସ୍ରାଏଲ୍‌ ଉପରେ ଇରାନ୍‌ ଡ୍ରୋନ୍‌ ଆକ୍ରମଣ କରିବାର ଦିନକ ପରେ ଇରାନର ଏକ ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଇସ୍ରାଏଲ୍‌। ଗୁୁରୁବାର ରାତିରେ ଏବିସି ନ୍ୟୁଜ୍ ପକ୍ଷରୁ ଏହି ଖବର ପ୍ରକାଶ ପାଇଛି। ଆମେରିକାର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସିରିୟାରେ ଥିବା ଏକ ଇରାନୀୟ…
ଅଧିକ ଖବର ଦେଖନ୍ତୁ...