ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ମୋବାଇଲ ଚେକ କରନ୍ତୁ, ଏହି ନମ୍ବରରୁ ଫୋନ ଆସିନାହିଁ ତ ! ଏସବିଆଇ ଦେଲା ଚେତାବନୀ

ନୂଆଦିଲ୍ଲୀ: ଏହି ଦୁଇଟି ନମ୍ବରରୁ କଲ ଆସୁଥିଲେ ଉଠାନ୍ତୁ ନାହିଁ | ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ଏକ ଆଡ଼ଭାଇଜାରୀ ଜାରି କରି କହିଛି ଯେ ଯଦି ଏହି ଦୁଇଟି ନମ୍ବରରୁ କୌଣସି ଫୋନ କଲ ଆସୁଛି ଆଉ ଆପଣ ଉଠାଇବେ ତେବେ ଅସୁବିଧାରେ ପଡିପାରନ୍ତି | ଇମେଲ ସମେତ ଏସଏମଏସ, ଟ୍ୱିଟ୍…
ଅଧିକ ଖବର ଦେଖନ୍ତୁ...

ଆହୁରି ମହଙ୍ଗା ହେବ ଖାଇବା ତେଲ, ପାମ୍ ଅଏଲ ରପ୍ତାନି ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବରେ ଖାଇବା ତେଲର ମୂଲ୍ୟ ବଢିଚାଲିଥିବାବେଳେ ସାଧାରଣ ଖାଉଟିଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ବିଶ୍ବର ନଂ.୧ ତାଳ ତେଲ ବା ପାମ ଅଏଲ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଏହି ଖାଇବା ତେଲ ରପ୍ତାନି ଉପରେ କଟକଣା ଲଗାଇଛି । ନିଜ ଦେଶରେ…
ଅଧିକ ଖବର ଦେଖନ୍ତୁ...

‘ତୁମ ପୁଅକୁ ସମ୍ଭାଳିପାରୁନି’ କହି ଆତ୍ମହତ୍ୟା କଲେ ଆଇଏଏସ ଅଧିକାରୀଙ୍କ ପତ୍ନୀ

ପାଟନା: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ନାଗେନ୍ଦ୍ର ନାରାୟଣ ସିଂଙ୍କ ପତ୍ନୀ ନୀତା ସିଂ (୫୨) ପୁଅ ସହିତ ଝଗଡା କରିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବିହାରର ପାଟନାର ଶାସ୍ତ୍ରୀ ନଗର ଥାନା ଅନ୍ତର୍ଗତ ଆଶିଆନା-ଦିଘା ରୋଡରେ ଥିବା ଥ୍ରୀ ପାମ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଜଣେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଥିବା କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ଆତଙ୍କବାଦୀ ନିହତ। ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏବେ ବି ସେହି ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି। ଜମ୍ମୁ-କଶ୍ମୀରର…
ଅଧିକ ଖବର ଦେଖନ୍ତୁ...

ବିଧାୟକ ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ୍ ରାଣାଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତକୁ ନେଇ ମହାରାଷ୍ଟ୍ର ବିଧାନସଭା ସଦସ୍ୟ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ କରିବାକୁ ଥିବା ବିକ୍ଷୋଭକୁ ବନ୍ଦ କରି ଦେଇଥିଲେ। ହେଲେ ବିକ୍ଷୋଭ ବନ୍ଦ ପରେ ବି ଉଭୟ ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଆଜିର ଇନଷ୍ଟାଣ୍ଟ ନୁଡୁଲ୍ସ ଯୁଗରେ ଲୋକମାନେ ତୁରନ୍ତ ନ୍ୟାୟ ଚାହୁଁଛନ୍ତି : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଆଜି କାଲି ଇନଷ୍ଟାଣ୍ଟ ନୁଡୁଲ୍ସର ଯୁଗରେ ଲୋକମାନେ ନ୍ୟାୟ ମଧ୍ୟ ତୁରନ୍ତ ଚାହୁଁଛନ୍ତି । ମାତ୍ର ଲୋକମାନେ ବୁଝିବା ଆବଶ୍ୟକ ଯେ ତୁରନ୍ତ ନ୍ୟାୟ ପାଇବା ଲକ୍ଷ୍ୟରେ ପ୍ରକୃତ ନ୍ୟାୟ ମିଳିନପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା । ମାଡ୍ରାସ…
ଅଧିକ ଖବର ଦେଖନ୍ତୁ...

୧୮୪ ଭିଆଇପିଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ପଞ୍ଜାବ ସରକାର ରାଜ୍ୟର ଅନେକ ନେତାଙ୍କ ସୁରକ୍ଷା ହଟାଇ ଦେଇଛନ୍ତି। ଏକ ବଡ ନିଷ୍ପତ୍ତି ନେଇ ଭଗବନ୍ତ ମାନ୍ ସରକାର ୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ଦେଇଛନ୍ତି | ଯେଉଁମାନଙ୍କ ପାଖରୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମୋର ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ପାଖରେ ସବୁବେଳେ ଅଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର: ଆସନ୍ତା ବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟର ଦୁଇ ହେଭିୱେଟ ନେତା ଅଶୋକ ଗେହଲୋଟ୍ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ | ଦିଲ୍ଲୀରେ ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିବାର ଦୁଇ ଦିନ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁମ୍ବାଇ ଗସ୍ତକୁ ନେଇ ବିକ୍ଷୋଭ ବାତିଲ କଲେ ‘ବିଧାୟକ-ସାଂସଦ’ ରାଣା ଦମ୍ପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତକୁ ନେଇ ମହାରାଷ୍ଟ୍ର ବିଧାନସଭା ସଦସ୍ୟ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ କରିବାକୁ ଥିବା ବିକ୍ଷୋଭକୁ ବନ୍ଦ କରି ଦେଇଛନ୍ତି। ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ୍ ରାଣା ମହାରାଷ୍ଟ୍ରର…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶର ଏଭଳି ଅବସ୍ଥା ପାଇଁ ବିଜେପି-କଂଗ୍ରେସ ଦାୟୀ, ହେଲେ ସେମାନେ ମୋତେ ଗାଳି ଦେଉଛନ୍ତି: କେଜ୍ରିୱାଲ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଏଭଳି ଅବସ୍ଥା ପାଇଁ ବିଜେପି-କଂଗ୍ରେସ ଦାୟୀ, ହେଲେ ସେମାନେ ମୋତେ ଗାଳି ଦେଉଛନ୍ତି। ହିମାଚଳ ପ୍ରଦେଶ‌ରେ ଏକ ବୈଠକକୁ ସମ୍ବୋଧିତ କରି ଏଭଳି କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଆଜି ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି। ଏହି ଗସ୍ତ…
ଅଧିକ ଖବର ଦେଖନ୍ତୁ...