ଇସଲାମବାଦ: ଫେସବୁକ୍ ଆଜି ପାକିସ୍ତାନ ସେନାର ୧୦୩ଟି ପେଜ୍ ଓ ଗ୍ରୁପ ଆକାଉଣ୍ଟକୁ ହଟାଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସବୁ ପେଜ୍ ଏବଂ ଗ୍ରୁପ୍ ସାହାଯ୍ୟରେ ପାକିସ୍ତାନୀ ସେନା ଭାରତ ବିରୋଧରେ ଅଭିଯାନ ଚଳାଇଥିବା ପ୍ରମାଣ ମିଳିବା ପରେ ଫେସ୍ବୁକ୍ ଏଭଳି ପଦକ୍ଷେପ ନେଇଛି I ଫେସବୁକ୍ ସାଇବର୍ ନିରାପତ୍ତା ମୁଖ୍ୟ ନାଥ୍ନିଏଲ ଗ୍ଲିଚେର୍ କହିଛନ୍ତି ଯେ ଏହି ସବୁ ଜାଲ୍ ଆକାଉଣ୍ଟଗୁଡିକ ବିଷୟରେ ସଠିକ ତଥ୍ୟ ଲୁଚାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ପାକିସ୍ତାନର ଇଣ୍ଟର୍ ସର୍ଭିସେସ ପବ୍ଲିକ ରିଲେସନ୍ସର ଜଣେ କର୍ମଚାରୀଙ୍କର ବୋଲି ଫେସବୁକ୍ ଜାଣିବାକୁ ପାଇଥିଲା I ଯାହାକୁ ପାକିସ୍ତାନ ସେନା ନିୟନ୍ତ୍ରଣ କରି ଭାରତ ବିରୋଧରେ ବ୍ୟବହାର କରୁଥିବା ଜଣାପଡ଼ିଥିଲା।
ପାକ୍ ସେନାର ୧୦୩ ଫେସବୁକ୍ ପେଜ୍, ଗ୍ରୁପ୍ ଆକାଉଣ୍ଟ ହଟିଲା
/sambad/media/post_attachments/wp-content/uploads/2019/04/FB-removes-accounts-linked-to-Pak-military-employees-450x300.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)