ସରିଫ୍‌ଙ୍କୁ ଲାହୋର ହାଇକୋର୍ଟଙ୍କ ସମନ୍‌

ଲାହୋର : ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ପାକିସ୍ତାନର ବୋଲି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଯେଉଁ ଦାବି କରିଥିଲେ ଆଜି ସେଥିନେଇ ତାଙ୍କୁ ଲାହୋର ହାଇକୋର୍ଟ ସମନ୍‌ ଜାରି କରିଛନ୍ତି। ଅକ୍ଟୋବର ୮ରେ ସରିଫ୍‌ କୋର୍ଟରେ ହାଜର ହେବେ। ସରିଫ୍‌ ଏକ ସାକ୍ଷାତକାରରେ କହିଥିଲେ ଯେ ଦେଶର ଅଣ ରାଷ୍ଟ୍ର ଗୋଷ୍ଠୀଗୁଡ଼ିକ ସୀମା ପାର କରି ମୁମ୍ବାଇରେ ହତ୍ୟା କରୁଛନ୍ତି ଏବଂ ଏହା କ’ଣ ପାକିସ୍ତାନର ନୀତି ବୋଲି ସେ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର