ପାକ୍‌ ସାଂସଦ ସୁଷମାଙ୍କୁ ଭେଟିଲେ: ପୁଲୱାମା ଆକ୍ରମଣରେ ପାକ୍‌ ହାତ ନଥିବା କହିଲେ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ କେନ୍ଦ୍ର କରି ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ପାକିସ୍ତାନୀ ସାଂସଦ ରମେଶ କୁମାର ଆଜି ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସାକ୍ଷାତ କରିଛନ୍ତି। ରମେଶ କୁମାର କୁମ୍ଭ ମେଳାକୁ ଆସିଥିଲେ ଏବଂ ତାଙ୍କ ଗସ୍ତ ପୁଲୱାମା ଆକ୍ରମଣ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ସୁଷମାଙ୍କୁ ଭେଟି ରମେଶ କହିଛନ୍ତି ଯେ ପୁଲୱାମା ଆକ୍ରମଣରେ ପାକିସ୍ତାନର ହାତ ନାହିଁ।

ସମ୍ବନ୍ଧିତ ଖବର