ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଦାୟି ଏବଂ ପାକିସ୍ତାନ ସହାୟତାରେ ଆତଙ୍କବାଦୀ ପାଣ୍ଠି ଗୁଡ଼ିକ କାୟା ବିସ୍ତାର କରିଛନ୍ତି ବୋଲି ଭାରତ ଯେଉଁ ଅଭିଯୋଗ କରି ଆସିଥିଲା ଆଜି ତାହାକୁ ଆହୁରି ଦୃଢ଼ିଭୁତ କରିଦେଇଛି ଆମେରିକାକୁ ଆଫଗାନ୍ ରାଷ୍ଟ୍ରଦୂତଙ୍କ ବୟାନ। ଆମେରିକାକୁ ଆଫଗାନ୍ ରାଷ୍ଟ୍ରଦୂତ ମଜିଦ୍ କ୍ୱାରର୍ଙ୍କ ଦାବି ଅନୁଯାୟୀ କଶ୍ମୀରରେ ଲସ୍କର ଏ ତୋଏବା ଆତଙ୍କବାଦୀ ଗୋଷ୍ଠୀ ଏବଂ ଆଫଗାନିସ୍ତାନରେ ତାଲିବାନ୍ଙ୍କୁ ମରଣାନ୍ତକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି ପାକିସ୍ତାନ ସେନାବାହିନୀ। ଆଜି କାବୁଲ୍ରେ ଏକ ଆଫଗାନ୍ ସେନା ଏକାଡେମି ଉପରେ ହୋଇଥିବା ଆକ୍ରମଣ ଦ୍ୱାରା ୫ ଜଣ ସୈନିକଙ୍କ ମୃତ୍ୟୁ ହେବାପରେ କ୍ୱାରର ଏହି ଦାବି କରିଛନ୍ତି। ମଇଓ୍ଵନ୍ଦ୍ର ଏଏନ୍ଏ ଘାଟି ଉପରେ ହୋଇଥିବା ତାଲିବାନ୍ ଆକ୍ରମଣରେ ଯେଉଁ (ନାଇଟ୍ ଭିଜନ୍ ଗଗଲ୍ସ) ବ୍ୟବହାର ହୋଇଥିଲା ତାହା ଥିଲା ମିଲିଟାରି ଗ୍ରେଡ୍ ଗଗଲ୍ସ ଯାହା ସାଧାରଣ ଜନସାଧାରଣଙ୍କ ଲାଗି
କଶ୍ମୀରରେ ଲସ୍କର ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକ୍ ସେନା
/sambad/media/post_attachments/wp-content/uploads/2018/01/arms-in-pak-bazaar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)