ଇସ୍ଲାମାବାଦ : ଆସନ୍ତା ମେ ୩୦ ପର୍ଯ୍ୟନ୍ତ ନିଜର ଏୟାରସ୍ପେସକୁ ଭାରତୀୟ ବିମାନମାନଙ୍କ ଲାଗି ବନ୍ଦ ରଖିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି । କାରଣ ପାକିସ୍ତାନ ଭାରତର ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛି । ଗତ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ପଶି ବାଲାକୋଟ ଏୟାରଷ୍ଟ୍ରାଇକ କରିବା ପରେ ପାକିସ୍ତାନ ନିଜର ବାୟୁସୀମାକୁ ବିଦେଶୀ ବିମାନ ଉଡାଣ ଲାଗି ବନ୍ଦ ରଖିଛି ।
ମେ ୩୦ ପର୍ଯ୍ୟନ୍ତ ନିଜର ଏୟାରସ୍ପେସକୁ ବନ୍ଦ ରଖିବ ପାକିସ୍ତାନ
/sambad/media/post_attachments/wp-content/uploads/2019/03/769390-pak-f-16-jets.jpg)