କଶ୍ମୀରୀ ବାସିନ୍ଦାଙ୍କ ସମର୍ଥନରେ ଆଜି ଅଧଘଣ୍ଟା ବିରୋଧ କରିବେ ପାକିସ୍ତାନୀ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କଶ୍ମୀରୀ ନାଗରିକଙ୍କୁ ସମର୍ଥନ କରି ପାକିସ୍ତାନୀ ନାଗରିକମାନେ ଶୁକ୍ରବାର ଅଧ ଘଣ୍ଟା ବିରୋଧ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଛନ୍ତି। ଇମ୍ରାନ୍‌ଙ୍କ ଏହି ଆହ୍ବାନକୁ ସମର୍ଥନ କରି ଆସନ୍ତାକାଲି କ୍ରିକେଟର୍‌ ସାହିଦ୍‌ ଆଫ୍ରିଦି ଏଲ୍‌ଓସି ଗସ୍ତ କରିବେ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର