ପାକ୍‌ର ୨,୯୩୬ ଥର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ : ଗତ ୨୦୧୮ ମସିହାରେ ପାକିସ୍ତାନ, ଜମ୍ମୁ କଶ୍ମୀରରେ ୨,୯୩୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ତେବେ ୧୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ। ପ୍ରତିଦିନ ହାରାହାରି ୬ଟି ଅସ୍ତ୍ରବିରତ ଉଲ୍ଲଂଘନ ହୋଇଥିବା ଏକ ରିପୋର୍ଟରୁ ଜଣାଯାଇଛି। ଏଥିଯୋଗୁଁ ୬୧ ଜଣଙ୍କ ମୃତ୍ୟୁ ହୋଇଛି ୨୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର