ଶ୍ରୀନଗର: ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣରେଖା (ଏଲ୍ଓସି) ଏବଂ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଆଜି ପ୍ରବଳ ଗୁଳି ବର୍ଷା କରିଛି। ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଏବଂ କାଠୁଆ ଜିଲ୍ଲାର ଅନେକ ଗାଁ ଏବଂ ସେନା ଶିବିର ଉପରେ ପାକିସ୍ତାନ ସେନା ଅଚାନକ ଗୁଳି ବର୍ଷା କରିଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଏଲ୍ଓସିର ପୁଞ୍ଚ୍ ଏବଂ ଆଇବିର ହୀରାନଗର ସେକ୍ଟରରେ ମୋର୍ଟାର ମାଡ ହୋଇଥିବା ବେଳେ ଭାରତୀୟ ସେନା ଏହାର ଉଚିତ ଜବାବ ଦେଇଛି। ଉଭୟ ସେନା ମଧ୍ୟରେ ଗୁଳିବର୍ଷଣ ଯୋଗୁଁ ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକରେ ଆତଙ୍କ ସୃଷ୍ଟି ହୋଇଛି।
ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଏଲ୍ଓସିରେ ଗୁଳିବର୍ଷା
/sambad/media/post_attachments/wp-content/uploads/2020/07/army1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)