ଇସ୍ଲାମବାଦ୍: ଜମି ଦୁର୍ନୀତି ମାମଲାରେ ଶୁକ୍ରବାର ଏକ ସ୍ଥାନୀୟ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ୧୪ ବର୍ଷ ଓ ତାଙ୍କ ପତ୍ନୀ ବୁସ୍ରା ବିବିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ପତି-ପତ୍ନୀଙ୍କୁ ଏହି ଦଣ୍ଡାଦେଶ ଅଲ୍-କାଦିର୍ ୟୁନିଭରସିଟି ପ୍ରୋଜେକ୍ଟ ଟ୍ରଷ୍ଟ୍ ସହି ଜଡ଼ିତ ଦୁର୍ନୀତି ମାମଲାକୁ ନେଇ ମିଳିଛି। ଏହି ମାମଲାରେ ଇମ୍ରାନ ନିଜ ଆସନର ଦୁରୁପଯୋଗ କରିଥିବା ବି ପ୍ରମାଣିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/17/EDNEdnaWUJb3cF9rHITA.jpg)