କିରଣ ବେଦୀଙ୍କ ଘର ଆଗରେ ଧାରଣା ଦେଲେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ

ପୁଡ଼ୁଚେରୀ : ପୁଡ଼ୁ‌ଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ଆଜି ଉପରାଜ୍ୟପାଳ କିରଣ ବେଦୀଙ୍କ  ସରକାରୀ ବାସଭବନ ବାହାରେ ଧାରଣାରେ ବସିଛନ୍ତି। ବାଇକ୍‌ ଚାଳକଙ୍କ ନିମନ୍ତେ ହେଲମେଟ୍‌ ବାଧ୍ୟତାମୂଳକ କରାଯାଇଥିବାରୁ ଏହାକୁ ବିରୋଧ କରି ନାରାୟଣସାମୀ ଆଜି ଏକ କଳା ସାର୍ଟ ପିନ୍ଧି ରାଜ ଭବନ ବାହାରେ ଧାରଣାରେ ବସିଛନ୍ତି। ଆଜି ରାତି ସାରା  ଧାରଣାରେ ବସିବେ ବୋଲି  ସେ କହିଛନ୍ତି।

ସମ୍ବନ୍ଧିତ ଖବର