ଭୋଟ୍‌ ଗଣତି ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟବ୍ୟସ୍ତ ଥିଲେ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଭୋଟ୍‌ ଗଣତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦ ସସ୍‌ପେନ୍ସ ଏବଂ ଉତ୍ତେଜନା ପ୍ରତି ଧ୍ୟାନ ନଦେଇ ନିର୍ଦ୍ଧାରିତ ସୂଚୀ ମୁତାବକ କାର୍ଯ୍ୟବ୍ୟସ୍ତ ଥିଲେ। ସଂସଦ ପାଇଁ ପ୍ରସ୍ତୁତି ଏବଂ ଅନ୍ୟ ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ପ୍ରଧାନମନ୍ତ୍ରୀ ସ୍ବାଭାବିକ ଭାବେ ସମସ୍ତ କାର୍ଯ୍ୟ କରୁଥିଲେ ଏବଂ ଟେଲିଭିଜନ୍‌ରେ ଚାଲିଥିବା ଲାଇଭ୍‌ ରିପୋର୍ଟ ଉପରେ ଧ୍ୟାନ ଦେଇନଥିଲେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର