ଗଣବିବାହ ଉତ୍ସବରେ ବାହାହେଲେ ୫୫୨ ଝିଅ, ଯୋଗଦେଲେ ପ୍ରଧାନମନ୍ତ୍ରୀ

ଭାବନଗର : ଗୁଜରାଟର ଭାବନଗରରେ ଏକ ଗଣବିବାହ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ବାପାମାଆଙ୍କୁ ହରାଇଥିବା ୫୫୨ ଜଣ ଝିଅଙ୍କର ବାହାଘର କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରଛନ୍ତି। ବିଧାନସଭା ନିର୍ବାଚନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ପ୍ରଥମ ଗୁଜରାଟ ଗସ୍ତ।

ସମ୍ବନ୍ଧିତ ଖବର