ଆଜି ଶପଥ ନେବେ ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳ, ସାମ୍ନାକୁ ଆସିଲା ୪୩ ଜଣିଆ ସମ୍ଭାବ୍ୟ ମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ନିଜ ୨ୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି, ଯେଉଁଥିରେ ପାଖାପାଖି ୪୩ ଜଣ ନେତା ମନ୍ତ୍ରୀ ଭାବେ ଶପଥ ନେବେ ବୋଲି କୁହାଯାଉଛି । ଏହାରି ଭିତରେ ଏହି ୪୩ ଜଣ ନେତାଙ୍କ ତାଲିକା ପ୍ରକାଶ ପାଇଛି ।

୪୩ଜଣଙ୍କ ମଧ୍ୟରେ ରହିଛନ୍ତି,
୧. ନାରାୟଣ ରାଣେ
୨. ସର୍ବାନନ୍ଦ ସୋନୱାଲ
୩. ବୀରେନ୍ଦ୍ର କୁମାର
୪. ଜ୍ୟୋତିରାଦିତ୍ୟ ସିନ୍ଧିଆ
୫. ରାମଚନ୍ଦ୍ର ପ୍ରସାଦ ସିଂ
୬. ଅଶ୍ୱିନୀ ବୈଷ୍ଣବ
୭. ପଶୁପତି କୁମାର ପାରସ
୮. କିରେନ୍ ରିଜିଜୁ
୯. ରାଜ କୁମାର ସିଂ
୧୦. ହରଦୀପ ସିଂ ପୁରୀ
୧୧. ମନସୁଖ ମାଣ୍ଡଭିଆ
୧୨. ଭୁପେନ୍ଦର ଯାଦବ
୧୩. ପରଶୋତ୍ତମ ରୁପାଲା
୧୪. ଜି କିସାନ ରେଡ୍ଡୀ
୧୫. ଅନୁରାଗ ସିଂ ଠାକୁର
୧୬. ପଙ୍କଜ ଚୌଧୁରୀ
୧୭. ଅନୁପ୍ରିୟା ସିଂ ପଟେଲ
୧୮. ସତ୍ୟ ପାଲ ସିଂ ବାଘେଲ
୧୯. ରାଜୀବ ଚନ୍ଦ୍ରଶେଖର
୨୦. ସୁଶ୍ରୀ ଶୋଭା କରନ୍ଦଲାଜେ
୨୧. ଭାନୁ ପ୍ରତାପ ସିଂ ବର୍ମା
୨୨. ଦର୍ଶନ ବିକ୍ରମ ଜାରଡୋଶ
୨୩. ମୀନାକ୍ଷୀ ଲେଖୀ
୨୪. ଅନ୍ନପୂର୍ଣ୍ଣା ଦେବୀ
୨୫. ଏ ନାରାୟଣସ୍ୱାମୀ
୨୬. କୌଶଲ କିଶୋର
୨୭. ଅଜୟ ଭଟ୍ଟ
୨୮. ବି ଏଲ ବର୍ମା
୨୯. ଅଜୟ କୁମାର
୩୦. ଚୌହାନ ଦେବୁଂସି
୩୧. ଭଗବନ୍ତ ଖୁବା
୩୨. କପିଲ ମୋରେଶ୍ୱର ପାଟିଲ
୩୩. ପ୍ରତୀମା ଭୌମିକ
୩୪. ସୁବାଷ ସରକାର
୩୫. ଭାଗବତ କିଶାନରାଓ କରଦ
୩୬. ରାଜକୁମାର ରଂଜନ ସିଂ
୩୭. ଭାରତୀ ପ୍ରବୀଣ ପାୱାର
୩୮.ବିଶେଶ୍ୱର ଟୁଡୁ
୩୯. ଶାନ୍ତନୁ ଠାକୁର
୪୦. ମୁଞ୍ଜାପରା ମହେନ୍ଦ୍ରଭାଇ
୪୧. ଜନ୍ ବର୍ଲା
୪୨. ଏଲ୍ ମୁରୁଗାନ୍
୪୩. ନିସିଥ ପ୍ରମାଣିକ

ସମ୍ବନ୍ଧିତ ଖବର