ସିବିଆଇ ମୁଖ୍ୟ ଚୟନ ଶୁକ୍ରବାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଆସନ୍ତା ଶୁକ୍ରବାର ଦିନ ନୂତନ ସିବିଆଇ ନିର୍ଦ୍ଦେଶକ ଚୟନ କରିବେ ବୋଲି କମିଟି ସଦସ୍ୟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ କହିଛନ୍ତି। ଏହି କମିଟିରେ ପ୍ରଧାନ ବିଚାରପତି ରଂଜନ ଗୋଗଇ ମଧ୍ୟ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର