ପୁର୍ନଗଠିତ ହେଲା ନୀତି ଆୟୋଗ, ଆସନ୍ତୁ ଜାଣିବା ନବ ଗଠିତ ନୀତି ଆୟୋଗରେ କିଏ କେଉଁ ଦାୟିତ୍ୱ ପାଇଲେ

ନୂଆଦିଲ୍ଲୀ : ନୀତି ଆୟୋଗର ପୁର୍ନଗଠନ କଲେ ଭାରତ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି। ପିଆଇବି ତରଫରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ମୁତାବକ ଏହି ନବ ଗଠିତ ନୀତି ଆୟୋଗର ଅଧ୍ୟକ୍ଷ ଦାୟିତ୍ୱଭାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଥିବାବେଳେ ଉପାଧ୍ୟକ୍ଷ ଡ. ରାଜୀବ କୁମାର ରହିଛନ୍ତି।

୩ ପୂର୍ଣ୍ଣକାଳୀନ ସଦସ୍ୟ : ଭି.କେ. ସାରସ୍ୱତ, ପ୍ରଫେସର ରମେଶ ଚାନ୍ଦ, ଡ. ଭିକେ ପଲ୍।

୪ ପଦାଧିକାରୀ ସଦସ୍ୟ : ରାଜନାଥ ସିଂ, (ପ୍ରତିରକ୍ଷା ମନ୍ତ୍ରୀ), ଅମିତ ଶାହ, (ସ୍ୱରାଷ୍ଟ୍ର ମନ୍ତ୍ରୀ), ନିର୍ମଳା ସୀତାରମଣ, (ଅର୍ଥ ଏବଂ କର୍ପୋରେଟ ବ୍ୟାପାରମନ୍ତ୍ରୀ), ନରେନ୍ଦ୍ର ସିଂ ତୋମାର, (କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ପଂଚାୟତିରାଜ ମନ୍ତ୍ରୀ)।

୫ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ : ନୀତୀନ ଗଡ଼କରୀ, (ସଡ଼କ ପରିବହନ ଏବଂ ରାଜପଥ, ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ), ଥୱର ଚନ୍ଦ ଗେହଲଟ, (ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ), ପୀୟୂଷ ଗୋଏଲ, (ରେଳବାଇ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ), ରାଓ ଇନ୍ଦରଜିତ ସିଂ, (ରାଷ୍ଟ୍ରମନ୍ତ୍ରୀ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ଏବଂ ଯୋଜନା)।

ସମ୍ବନ୍ଧିତ ଖବର