ନୂଆଦିଲ୍ଲୀ: ସାଉଦି ଆରବରୁ ଭାରତ ଫେରିଆସିଲେ ପ୍ରଧାନମନ୍ତ୍ରୀ । ଗସ୍ତ କାଣ୍ଟଛାଣ୍ଟ କରି ଦିଲ୍ଲୀ ଫେରି ଆସିଲେ । ପହଲଗାମ୍ ଆତଙ୍କୀ ହମଲା ପରେ ଅଧାରୁ ବାତିଲ କଲେ ଗସ୍ତ । ୨ ଦିନିଆ ସାଉଦି ଗସ୍ତରେ ଯାଇଥିବା ମୋଦୀ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବାର ଥିବା । ମାତ୍ର ଦେଶର ସଙ୍କଟ ସ୍ଥିତି ସେ ଗସ୍ତ ଅଧରୁ ଫେରି ଆସିଛନ୍ତି ଆଉ ଆସୁ ଆସୁ ଆକ୍ସନ ମୋଡରେ ବୈଠକ କରିଛନ୍ତି ।
ଦିଲ୍ଲୀ ବିମାନବନ୍ଦରରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନଏସଏ ବୈଦେଶିକ ମନ୍ତ୍ରୀ, ବୈଦେଶିକ ସଚିବଙ୍କ ସହ ବୈଠକରେ ବଡ ବଡ଼ ଅଧିକାରୀମାନେ ସାମିଲ । ପହଲଗାମ୍ ଆତଙ୍କୀ ହମଲା ନେଇ ଆଲୋଚନା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/23/wgob3x98C9VGs5gYUpVI.jpg)