ନୂଆଦିଲ୍ଲୀ: ଆଜି ଓଡ଼ିଆଙ୍କ ବଡ଼ ପର୍ବ ରଜ। ଓଡ଼ିଆଙ୍କୁ ଏହି ପର୍ବର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ଵିଟର୍ ଆକାଉଣ୍ଟ୍ରେ ଉଭୟ ଇଂରାଜି ଓ ଓଡ଼ିଆରେ ଦୁଇଟି ଟ୍ଵିଟ୍ କରିଛନ୍ତି।
Raja Parba is an auspicious occasion, which furthers brotherhood and happiness in our society. Greetings to the people of Odisha on this festival. May everyone be happy, healthy and may all aspirations be fulfilled.
— Narendra Modi (@narendramodi) June 14, 2019
ଓଡ଼ିଶା ର ରଜ ପର୍ବ ଏକ ପବିତ୍ର ଉତ୍ସବ ଯାହା ଆମ ସମାଜ ରେ ଭାତୃତ୍ବ ଏବଂ ଖୁସି କୁ ସୁଦୃଢ଼ କରିଥାଏ । ଏହି ଅବସରରେ ମୋର ସମସ୍ତଙ୍କୁ ଶୁଭକାମନା । ସମସ୍ତଙ୍କର ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Narendra Modi (@narendramodi) June 14, 2019
ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ କରି ଲେଖିଛନ୍ତି, ‘ ଓଡ଼ିଶାର ରଜ ପର୍ବ ଏକ ପବିତ୍ର ଉତ୍ସବ। ଯାହା ଆମ ସମାଜକୁ ସୁଦୃଢ଼ କରିବା ସହ ଭାତୃତ୍ୱ ଭାବକୁ ବଢ଼ାଇଥାଏ। ଏହି ଅବସରରେ ମୋର ସମସ୍ତଙ୍କୁ ଶୁଭକାମନା। ସଭିଙ୍କ ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।’