ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଦ୍ୱାରା ଜୁଲାଇ ୭, ୨୦୧୦ରେ ପୋଲାଭରମ ପ୍ରକଳ୍ପକୁ ଷ୍ଟେଜ୍-୨ ଜଙ୍ଗଲ ମଂଜୁରୀ ପ୍ରଦାନ କରାଯାଇଥିଲା। ଲୋକସଭାରେ ସାଂସଦ ରବିନ୍ଦ୍ର କୁମାର ଜେନାଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ସିଂହ ମେଘଓ୍ଵାଲ। ଏତଦ୍ବ୍ୟତୀତ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ସୁରକ୍ଷାତ୍ମକ ଆଡ଼ିବନ୍ଧ ନିର୍ମାଣ କରାଯିବାରେ ଜଙ୍ଗଲ ଜମିର ଆବଶ୍ୟକତା ନଥିବା ଅବଗତ କରାଯାଇଥିବା କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି।
ପୋଲାଭରମ ପ୍ରକଳ୍ପକୁ ଷ୍ଟେଜ୍-୨ ଜଙ୍ଗଲ ମଂଜୁରି କରାଯାଇଛି
/sambad/media/post_attachments/wp-content/uploads/2018/07/pola.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)