ନୂଆଦିଲ୍ଲୀ: ପର୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରିବେଲା ଡି ସୋସା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରମର୍ଦ୍ଦନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଉଭୟ ୧୪ ସେକେଣ୍ଡ ଧରି ଯେଭଳି କରମର୍ଦ୍ଦନ କରିଛନ୍ତି ତାହା ଟ୍ବିଟ୍ରରେ ପରିହାସର ପ୍ରସଙ୍ଗ ପାଲଟିଛି। ସୋସା ୪ ଦିନିଆ ଭାରତ ଗସ୍ତରେ ଆସି ଗତକାଲି ଦିଲ୍ଲୀ ପହଞ୍ଚିଥିଲେ। ହାଇଦ୍ରାବାଦ ହାଉସ୍ରେ ପ୍ରତିନିଧିସ୍ତରୀୟ ଆଲୋଚନା ପୂର୍ବରୁ ଉଭୟ ନେତା ବହୁତ ସମୟ ଧରି କରମର୍ଦ୍ଦନ କରିଥିଲେ।
ପର୍ତୁଗାଲ ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ କରମର୍ଦ୍ଦନ ଭିଡିଓ ଭାଇରାଲ
/sambad/media/post_attachments/wp-content/uploads/2020/02/download-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)