ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ତୁଲ୍‌ସୀ ଗିରିଙ୍କ ପରଲୋକ

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତୁଲ୍‌ସୀ ଗିରିଙ୍କର ଆଜି ପରଲୋକ ହୋଇଛି। ବରିଷ୍ଠ ରାଜନେତା ତୁଲ୍‌ସୀ ଗିରି ନେପାଳର ଦୁଇ ଥର ପ୍ରଧାନମନ୍ତ୍ରୀ ଥିଲେ। ଯକୃତ କର୍କଟରେ ଦୀର୍ଘଦିନA ଧରି ପୀଡ଼ିତ ଥିବା ପ୍ରଧାନମନ୍ତ୍ରୀ ତୁଲ୍‌ସୀ ଗିରିଙ୍କର ଆଜି ବୁଧନିଳକଣ୍ଟ ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି।AA

ସମ୍ବନ୍ଧିତ ଖବର