‘ୟୁନିଟି ଇନ୍ କ୍ରିଏଟିଭିଟି’ର ବିଜେତା ଓ ପ୍ରତିଯୋଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ବର୍ଷର ୟୁନିଟି ଇନ୍ କ୍ରିଏଟିଭିଟି ପ୍ରତିଯୋଗିତାର ବିଜେତାଙ୍କ ସହ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ସାରା ଦେଶରୁ ୫ ଲକ୍ଷରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ୨୭୨ ବିଜେତା ମନୋନୀତ ହୋଇଥିଲେ। ସଂସ୍କୃତି ମନ୍ତ୍ରଣାଳୟ ସେମାନଙ୍କୁ ସୃଜନଶୀଳତା ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଦିଲ୍ଲୀର ନେହରୁ ପାର୍କରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର