ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କୀ ବାତ୍’ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରୟାସ ସମେତ ସଦ୍ୟତମ ଅଧ୍ୟାୟର ବିଷୟବସ୍ତୁ ସ୍ଥାନ ପାଇବ। ‘‘ଆମେ ଏହି ମାସର ‘‘ମନ କୀ ବାତ୍’ରେ କେତେକ ଗୋଷ୍ଠୀଗତ ପ୍ରୟାସ ସହିତ ବିଭିନ୍ନ ବିଷୟବସ୍ତୁ ସାମିଲ କରିଥିଲୁ। ନମୋ ଆପ୍ରେ ଏମ୍କେବି କୁଇଜ୍ରେ ଭାଗ ନିଅନ୍ତୁ ’’ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି।
କୁଇଜ୍ରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ
/sambad/media/post_attachments/wp-content/uploads/2022/11/modi-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)